Showing 1 Result(s)
Features

‘ସହିଷ୍ଣୁତା’ ଓ ‘ଅସହିଷ୍ଣୁତା’

devanuru mahadeva LokeshMosaleCreditDM2

  ଦେବନୁରୁ ମହାଦେବ (Devanuru Mahadeva) ‘ସହିଷ୍ଣୁତା’ ଓ ‘ଅସହିଷ୍ଣୁତା’ ଆଜିର ‘ମୋତେ ଛୁଅଁ ନାହିଁ’ ଶବ୍ଦ ହେଇଯାଇଛି। ଶୁଦ୍ଧତା କୁ ଅସ୍ପୃଶ୍ୟତା ସହିତ ଯୋଡିକରି,ଭାରତ ଏକ ଅର୍ଧ-ମୃତ ଏବଂ ଅର୍ଧ-ଜିଅନ୍ତା ଲୋକଙ୍କ ଦେଶରେ ପରିଣତ ହୋଇଯାଇଛି । ସେଥୀପାଇଁ ଯେତେ କମ କହିବେ, ସେତେ ସୁରକ୍ଷୀତ । ମୁ ଭି ବୁଝିବାକୁ ଚେଷ୍ଟା କରୁଛି । ଆଜିର ପ୍ରଚଳିତ ଅସହିଷ୍ଣୁତାକୁ ନବୁଝି,ସହିଷ୍ଣୁତାକୁ ବୁଝିହେବନି। ଉଦାହରଣତଃ: ଜୁନ ୮,୨୦୧୬ ‘ପ୍ରଜାବାଣୀ’ ରେ ଖବର ଛପିଲା ଯେ ମୟସୁରୁ …